ଅନ୍ତରାଷ୍ଟ୍ରୀୟ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି: ପାକିସ୍ତାନୀ ସେନାର ଅନେକ ପୋଷ୍ଟ ଦଖଲ କଲା ତାଲିବାନ! ନୂଆଦିଲ୍ଲୀ: ପାକିସ୍ତାନୀ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଡୁରଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ଵାରା ୧୬ ଜଣ ପାକିସ୍ତାନୀ…