ଆଜିର ଖବର BREAKING: ଡିୟୁଟି କଲ୍ ଅପ୍ ଭତ୍ତା ମାସିକ ୧୨,୨୮୦ ଟଙ୍କାକୁ ବୃଦ୍ଧି କଲେ ନବୀନ ଭୁବନେଶ୍ବର: ଗୃହରକ୍ଷୀମାନଙ୍କ Duty Call Up Allowance ରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ…