ଆଜିର ଖବର କର୍ଣ୍ଣାଟକ ପରେ ଏବେ ଏହି ରାଜ୍ୟ ବି କରିବ ପେଟ୍ରୋଲ୍ ଯାଞ୍ଚ: ୪ ଜିଲ୍ଲାରୁ ନମୁନା ନେବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ: ପେଟ୍ରୋଲ୍ ରେ ଇଥାନଲ୍ ମାତ୍ରାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ କର୍ଣ୍ଣାଟକ ସରକାର ପେଟ୍ରୋଲ୍ ନମୁନା ଯାଞ୍ଚ କରାଇ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍…