ଆଜିର ଖବର ଭୂମିକମ୍ପ ପୂର୍ବରୁ ସୂଚନା ଦେବ ଆପଣଙ୍କ ଫୋନ୍, ବର୍ତ୍ତମାନ କରନ୍ତୁ ସେଟିଂ, ଜାଣନ୍ତୁ ପ୍ରକ୍ରିୟା ନୂଆଦିଲ୍ଲୀ: ଗୁଗୁଲ ଭାରତରେ ଏହାର ଆଣ୍ଡ୍ରଏଡ୍ ଭୂମିକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି। ଯାହା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ସ୍ୱୟଂଚାଳିତ ଚେତାବନୀ ଆଲର୍ଟ ପଠାଇବ ଯଦି ସେମାନଙ୍କ ନିକଟରେ…