ଅନ୍ତରାଷ୍ଟ୍ରୀୟ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ୬.୩ ତୀବ୍ରତା ନୂଆଦିଲ୍ଲୀ: ଆଜି ଜାପାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେ ମାପ କରାଯାଇଛି। ଜାପାନର ହୋଂଶୁର ପୂର୍ବ ଉପକୂଳରେ କମ୍ପନ…