ଆଜିର ଖବର ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ସହଯୋଗୀ ଏବଂ ରିଲାଏନ୍ସ ପାୱାର ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ ଅଶୋକ କୁମାର ପାଲଙ୍କୁ ୧୭,୦୦୦ କୋଟି ଟଙ୍କାର…