Budget2022 BUDGET2022: ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ଦେଶରେ ଖୋଲିବ 200ଟି ଶିକ୍ଷା ଚ୍ୟାନେଲ ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ 200 ଟି ଶିକ୍ଷା ଚ୍ୟାନେଲ…