ବିଶେଷ ଖବର ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ ସମୀକ୍ଷା ବ୍ୟୁରୋ ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩…