elecio 2024

ନୂଆଦିଲ୍ଲୀ: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଦୁଇଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଦୁଇ ନେତା ସ୍ଵାଧୀନ ଭାବରେ ବିଧାନସଭା ନିର୍ବାଚନ ଲଢୁଛନ୍ତି।…