ବିଶେଷ ଖବର ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ କେନ୍ଦ୍ର ସରକାର ଜାରୀ କଲେ ନିର୍ବାଚନ ବଣ୍ଡ, ଜାଣନ୍ତୁ ଏହା କଣ ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡର 19 ତମ କିସ୍ତି ପ୍ରଦାନକୁ ସରକାର ଗୁରୁବାର ଦିନ ଅନୁମୋଦନ କରିଛନ୍ତି। ସେହି ଅନୁସାରେ ଜାନୁଆରୀ 1 ରୁ 10 ତାରିଖ ପର୍ଯ୍ୟନ୍ତ…