ଜାତୀୟ ଖବର ଛତିଶଗଡରେ କଂଗ୍ରେସ ସରକାରକୁ ବଦନାମ କରିବା ପାଇଁ କେନ୍ଦ୍ରର ଷଢଯନ୍ତ୍ର: ପ୍ରଦେଶ କଂଗ୍ରେସ ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ମହାଦେବ୍ ବେଟିଂ ଆପ ସନ୍ଦର୍ଭରେ ଛତିଶଗଡ଼…