ନିର୍ବାଚନ ଖବର ନିର୍ବାଚନ ପ୍ରଚାର ଶେଷ ହେବା ପରେ ପିଏମ ମୋଦୀ ନେବେ ବିରତି, କରିବେ ଧ୍ୟାନ: ଜାଣନ୍ତୁ କାର୍ଯ୍ୟକ୍ରମ ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିପାରନ୍ତି। ସୂଚନାନୁସାରେ, ପିଏମ ମୋଦୀ ମଇ ୩୦ ତାରିଖ…