ଆଜିର ଖବର ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି ନୂଆଦିଲ୍ଲୀ: ଆଜି ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି । ପୁଡୁଚେରୀରେ ମୋଟ୍ ୩୦ଟି ଆସନ ପାଇଁ ଏଠାରେ ଭୋଟ୍ ଗ୍ରହଣ…