ଆଜିର ଖବର ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ହିଂସା: TDP-YSRCP ମୁହାଁମୁହିଁ, ଜଳିଲା କାର୍, ମହିଳା ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ! ଆନ୍ଧ୍ରପ୍ରଦେଶ: ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଦେଖାଦେଇଛି ରାଜନୈତିକ ହିଂସା। ଗୁରୁବାର (ଅକ୍ଟୋବର ୨୨) ଶାସକ ତେଲୁଗୁ…