ଆଜିର ଖବର ଚାରି ମାସ ପରେ କାଲିଠୁ ଫେରିବ ଟେଷ୍ଟ କ୍ରିକେଟ, ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍ ସାଉଥ୍ଆମ୍ପଟନ, ମହାମାରୀ କରୋନା ପାଇଁ ଚାରି ମାସର ବିରତି ପରେ ପୁଣି ଥରେ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ। ଆସନ୍ତାକାଲି ଠାରୁ ସାଉଥ୍ଆମ୍ପଟନ ଠାରେ ଇଂଲଣ୍ଡ ଓ…