ଆଜିର ଖବର ଚାକିରିଆଙ୍କ ପାଇଁ ଖୁସି ଖବର, PF ଟଙ୍କା ଉଠାଣ ନିୟମରେ EPFOର ବଡ଼ ପରିବର୍ତ୍ତନ ନୂଆଦିଲ୍ଲୀ : ଚାକିରିଆଙ୍କ ପାଇଁ ପିଏଫ୍କୁ ନେଇ ଆସିଛି ବଡ଼ ଖବର। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (EPF) ଉଠାଣ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି।…