EPFO New Rules 2026

ନୂଆଦିଲ୍ଲୀ : ଚାକିରିଆଙ୍କ ପାଇଁ ପିଏଫ୍‌କୁ ନେଇ ଆସିଛି ବଡ଼ ଖବର। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (EPF) ଉଠାଣ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି।…