ଆଜିର ଖବର କରୋନା ପାଇଁ ଇପିଏଫଓ ନିୟମ ବଦଳିଲା କର୍ମଚାରୀଙ୍କୁ ଅଣଫେରସ୍ତ ଯୋଗ୍ୟ ଅଗ୍ରୀମ ଉଠାଣର ସୁବିଧା ମିଳିଲା ନୂଆଦିଲ୍ଲୀ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୯୫୨ର ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ…