ଅନ୍ତରାଷ୍ଟ୍ରୀୟ UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରୁ ଏକ ବଡ଼ ଖବର ଆସିଛି। ଏତିହାଦ ଏୟାରୱେଜ୍ ଆବୁଧାବିରେ କାର୍ଯ୍ୟରତ ୧୫ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ହଠାତ୍ ବହିଷ୍କାର କରିଛି। ଏହି…