ଅପରାଧ ଅବୈଧ ମଦରସା ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପୂର୍ବତନ ବିଜେପି ସାଂସଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ବହରାଇଚ୍: ପୂର୍ବତନ ବିଜେପି ସାଂସଦ ଅକ୍ଷୟବର ଲାଲ ଗୌଡ଼ଙ୍କ ଉପରେ ଗତକାଲି ସନ୍ଧ୍ୟାରେ ଆକ୍ରମଣ ହୋଇଥିଲା। ଅବୈଧ ମଦ୍ରାସା ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବହରାଇଚର…