ଆଜିର ଖବର ଆସିଲା ଓଡିଶା ଲୋକସଭାର ଏଗଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଭୁବନେଶ୍ବର: ଆଜି ନିର୍ବାଚନ ସରିବା ପରେ ପ୍ରକାଶ ପାଇଛି ଏଗଜିଟ ପୁଲ ବା ବୁଥ ବାହୁଡା ଫଳାଫଳ। ସେହି ଅନୁସାରେ ଓଡିଶା ଲୋକସଭା ନିର୍ବାଚନରେ ବିଜେପି ଭଲ…