ଆଜିର ଖବର ଏପ୍ରିଲ୍ 30 ଯାଏଁ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କଲେ ଉଦ୍ଧବ ଠାକ୍ରେ ମୁମ୍ବାଇ: ରାଜ୍ୟରେ କରୋନା ସଂକଟକୁ ଦେଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟରେ ଏପ୍ରିଲ୍ 30 ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ସୂଚନା ଦେଇଛନ୍ତି।…