ଆଜିର ଖବର ଫେସବୁକ୍, ଇନଷ୍ଟାଗ୍ରାମ ହେଲା ଡାଉନ୍, ଆପେ ଆପେ ଲଗ୍ ଆଉଟ୍ ହେଉଛି ଆକାଉଣ୍ଟ ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ ଆଜି ଡାଉନ୍ ହୋଇଯାଇଛି। ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି।