ଅନ୍ତରାଷ୍ଟ୍ରୀୟ ପାକିସ୍ତାନର ମିଥ୍ୟା ପ୍ରଚାରର ପର୍ଦ୍ଦାଫାସ କଲେ ଓୱେସି: ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ କହିଲେ “ମୂର୍ଖ ଜୋକର” ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନ ଉପରେ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ନେତା ତଥା ସାଂସଦ ଅସଦୁଦ୍ଦିନ ଓୱାଇସି କଡା ଆକ୍ରମଣ କରୁଛନ୍ତି। ଆଜି ଅସଦୁଦ୍ଦିନ ଓୱେସି…