farmer rally

ନୂଆଦିଲ୍ଲୀ: ପଞ୍ଜାବର ଫତେହଗଡ ସାହିବରୁ କୃଷକମାନେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀର ସିଙ୍ଘୁ, ଟିକ୍ରି ଏବଂ ଗାଜୀପୁର ସୀମାରେ ଭୀଷଣ ଟ୍ରାଫିକ୍ ଜାମ୍ ଅଛି।…