ଆଜିର ଖବର ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ: ସଂଯୁକ୍ତ କିସାନ୍ ମୋର୍ଚ୍ଚା ନୂଆଦିଲ୍ଲୀ: ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) କହିଛି। ଏସକେଏମ୍ କହିଛି ଯେ ,ସେମାନଙ୍କ ପଞ୍ଜାବ ୟୁନିଟ୍ ଫେବୃଆରୀ…