ଆଜିର ଖବର ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ ମୁମ୍ବାଇ: ଫ୍ରୁଟି ଏବଂ ଆପି ଫିଜ୍ ଭଳି ଲୋକପ୍ରିୟ ପାନୀୟର ନିର୍ମାତା ପାର୍ଲେ ଆଗ୍ରୋର ମୁମ୍ବାଇ ଗୋଦାମ ବିରୁଦ୍ଧରେ ମହାରାଷ୍ଟ୍ର ଏଫଡିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…