ବ୍ୟକ୍ତିତ୍ୱ ମୃଣାଳ ସେନ : ଉପେକ୍ଷିତ ସ୍ଵରମାନଙ୍କର ନୀରବ କାରିଗର ପିନାକୀ ଦେ ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍…