ଆଜିର ଖବର ଫ୍ରେଞ୍ଚ ଓପନ୍ : ଫେଡେରରଙ୍କୁ ହରାଇ ଫାଇନାଲରେ ନାଦାଲ ଡିଫେଣ୍ଡିଂ ଚାମ୍ପିୟନ୍ ରାଫେଲ ନାଦାଲ ନିଜର ନିକଟକତମ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରି ରୋଲାଣ୍ଡ ଗ୍ୟାରସ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୧୧ ଥର ଫ୍ରେଞ୍ଚ ଓପନ…