fisherman arrested

ନୂଆଦିଲ୍ଲୀ: ତାମିଲନାଡୁର ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ପରୁଥୁରାଇ ନିକଟ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ) ଅତିକ୍ରମ କରିଥିବା ଅଭିଯୋଗରେ ଗିରଫ କରିଛି।…