ଆଜିର ଖବର ଦୂର ହେଲା ପେଟ୍ରୋଲ-ଡିଜେଲ ଚିନ୍ତା: ଏହି ତାରିଖରେ ଲଞ୍ଚ ହେବ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ କାର ନୂଆଦିଲ୍ଲୀ: ଭାରତ ଏବେ ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ଅନ୍ୟ ଇନ୍ଧନକୁ ଦ୍ରୁତ ଗତିରେ ବିକଶିତ କରୁଛି। ଏହି କ୍ଷେତ୍ରରେ ଦେଶର ସର୍ବବୃହତ କାର କମ୍ପାନୀ ମାରୁତି…