Flight Cancellations

ନୂଆଦିଲ୍ଲୀ: ଇରାନରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏକ ସତର୍କତାମୂଳକ ନିଷ୍ପତ୍ତି ନେଇଛି। କମ୍ପାନୀ ରବିବାର ଘୋଷଣା କରିଛି…