ଆଜିର ଖବର ବନ୍ୟା କ୍ଷତିଗସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବୀ କଲା ପିସିସି କିଶାନ କଂଗ୍ରେସ ଭୁବନେଶ୍ୱର: ଚଳିତ ଖରିଫ ଚାଷରେ ୩୫ ଲକ୍ଷ ହେକ୍ଟର ଧାନଚାଷରୁ ଲଘୁଚାପ ଜନିତ ଅତିଶୟ ବର୍ଷା ଓ ବନ୍ୟାଦ୍ୱାରା ପାଖାପାଖି ୧୫ ଲକ୍ଷ ହେକ୍ଟର ଚାଷଜମିର ଧାନ…