ଆଜିର ଖବର ପୋଲିସ ଭ୍ୟାନ୍ରେ ଖାଦ୍ୟ ପାନୀୟ ପରିବହନ : ଜମ୍ମୁ କାଶ୍ମୀର ପୋଲିସ୍ର ତଦନ୍ତ ନିର୍ଦ୍ଦେଶ ଏକ ପୋଲିସ୍ ଭ୍ୟାନ୍କୁ ଜମ୍ମୁ କାଶ୍ମୀରରେ ବିଜେପି ନେତା ଦଳୀୟ କାର୍ଯ୍ୟକ୍ରମରେ ଲଗାଇଛନ୍ତି। ଏନେଇ ଏକ ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ୍ ହେବା ପରେ ଏହାର ତଦନ୍ତ ଆଦେଶ…