ଅନ୍ତରାଷ୍ଟ୍ରୀୟ ଦିଲ୍ଲୀ ବିମାନ ବନ୍ଦରରେ ୬୬ ଲକ୍ଷ ଟଙ୍କାରୁ ଅଧିକ ଚୋରାଚାଲାଣ ସିଗାରେଟ ଜବତ, ୧୩ ଯାତ୍ରୀ ଗିରଫ ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ୨୩ ଜୁଲାଇ, ୨୦୨୦ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ…