ଆଜିର ଖବର ରୁଷି ସୁନକ ଏବଂ ତାଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ ‘ଭାରତର ସର୍ବୋତ୍ତମ ବନ୍ଧୁ’ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ…