ଆଜିର ଖବର ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ; ରାତି ୧୧ଟା ୪୫ରେ ସୁଦ୍ଧା ଆସିବ ଆଉ ଏକ ଅପଡେଟ୍ ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ…