ଅପରାଧ ମୋବାଇଲ୍ ଟାୱାର ନାମରେ ଲୋକଙ୍କୁ ଚୂନ ଲଗାଉଛନ୍ତି ଠକ: ସତର୍କ କରାଇଲା TRAI ନୂଆଦିଲ୍ଲୀ: ଠକ ଲୋକମାନଙ୍କର ଏକ ଗ୍ୟାଙ୍ଗ ବିଭିନ୍ନ କୌଶଳ ଅବଲମ୍ବନ କରି ଲୋକଙ୍କୁ ପ୍ରତାରଣା କରୁଛନ୍ତି। ପ୍ରାୟତଃ ନିରୀହ ଲୋକମାନେ ସେମାନଙ୍କର ଜାଲରେ ଶିକାର ହୁଅନ୍ତି ଏବଂ…