ଜୀବନ ଶୈଳୀ ଚାବି କେଉଁଠି ରଖିଛନ୍ତି ଭୁଲିଗଲେ? ଚିନ୍ତା ନାହିଁ, ଜେମିନି କହିଦେବ! ଗୁଗୁଲ୍ ଆଣିଲା ନୂଆ AI ଫିଚର ନୂଆଦିଲ୍ଲୀ: ଚାବି କେଉଁଠି ରଖିଛନ୍ତି, ପାସପୋର୍ଟ କେଉଁଠି ଅଛି କିମ୍ବା ଜରୁରୀ କାଗଜପତ୍ର କେଉଁ ସ୍ଥାନରେ ରଖିଥିଲେ- ଏସବୁ ଭୁଲିଯିବା ଏବେ ଆଉ ବଡ଼ ସମସ୍ୟା ହେବ…