ଆଜିର ଖବର ଗଜପତିରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ ଗଜପତି: ଲଘୁଚାପଜନିତ ପାଣିପାଗ ପରିବର୍ତ୍ତନ ମଧ୍ୟରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୋଟ…