ଆଜିର ଖବର ନିର୍ବାଚନ ରଣାଙ୍ଗନରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା: ଏହି ଆସନରେ ପ୍ରାର୍ଥୀ କଲା ଜେଏମଏମ ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନ ରଣାଙ୍ଗନରେ ପ୍ରବେଶ କରିଛନ୍ତି। ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା…