ଜାତୀୟ ଖବର ଗଣପତି ବାବାଙ୍କ ଦର୍ଶନ ପାଇଁ ମୁମ୍ବାଇରେ ଜାରୀ ହେଲା ଡ୍ରେସ କୋଡ, ଓଡିଶାରେ ମଧ୍ୟ ଲାଗୁ ହେଉ ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ।…