ଅପରାଧ 45 ଏକରରେ ଥିବା ଗଂଜେଇ ଗଛକୁ ପୋଡିଦେଲା ପୋଲିସ, ଏହା କେତେ ଟଙ୍କା ଜାଣିଲେ ହେବେ ଆଶ୍ଚର୍ଯ୍ୟ ରାୟଗଡା, ଗତକାଲି ଏକ ଗଂଜେଇ ନଷ୍ଟ ଅଭିଯାନରେ ବଡ ସଫଳତା ହାସଲ କରିଛି ରାୟଗଡା ପୋଲିସ। ପ୍ରାୟ 45 ଏକରରେ ହେଉଥିବା ଗଂଜେଇ ଚାଷକୁ ପୋଡି ଛାରଖାର…