ଆଜିର ଖବର ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଫଳ ପେଟିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଏନ୍ସିବି ଟିମ୍…