ଆଜିର ଖବର ଦୁଇ ମାସର ଗର୍ଭବତୀ ମହିଳା SIଙ୍କ ରହସ୍ୟଜନକ ମୃତ୍ୟୁ, ସରକାରୀ କ୍ୱାର୍ଟର୍ସରୁ ମିଳିଲା ଝୁଲନ୍ତା ମୃତଦେହ ଦଶରଥପୁର: ଖାକି ପୋଷାକ ପିନ୍ଧି ଅପରାଧୀଙ୍କୁ ଧରୁଥିଲେ, ଲୋକଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। ହେଲେ ଆଜି ନିଜେ ରହସ୍ୟଜନକ ପରିସ୍ଥିତିରେ ଜୀବନ ହାରିଛନ୍ତି ଜଣେ ମହିଳା…