Categories
ଫଟୋ ଖବର

କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲା ଗୋରାପଲ୍ଲୀ ଟୋଲ ଗେଟ ସିଲ୍, ପୋଲିସ କର୍ମଚାରୀଙ୍କ କଡା ନଜର

ଗଂଜାମ, କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାର ଗୋରାପଲ୍ଲୀ ଟୋଲ ଗେଟକୁ ସିଲ କରି ଦିଆଯାଇଛି। ଘରୋଇ ଗାଡିକୁ ଛାଡି ଦିଆଯାଉ ନାହିଁ। ଦିନରାତି ପୋଲିସ ତରଫରୁ ପ୍ରହରା ଦିଆଯାଉଛି।