ଆଜିର ଖବର ନାଚୁଣୀର କଉଡିଖଣି ଛକ ନିକଟରେ ଦୁର୍ଘଟଣା: ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର୍ ସୀତାରାମ ଅଗ୍ରଓ୍ବାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଛକ ନିକଟରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଓଲଟି ପଡିଛି। ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ବିପିସିଏଲ୍ ଯାଉଥିବା ସମୟରେ ଏପରି…