ଆଜିର ଖବର ସର୍ଦ୍ଦାର ପଟେଲଙ୍କ ଠାରୁ ନରସିଂହ ରାଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କରିଛି କଂଗ୍ରେସ: ପୁରୀ ସାଂସଦ ନୂଆଦିଲ୍ଲୀ: ଡକ୍ଟର ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ତଥା ସ୍ମୃତି ଉଦ୍ଦେଶ୍ୟରେ କଂଗ୍ରେସ ମୋଦୀ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛି। ଏହି ସମୟରେ ରାହୁଲ ଗାନ୍ଧୀ ଶୁକ୍ରବାର…