ଆଜିର ଖବର ଲୋକସଭାର ଉପନେତା, ସଚେତକଙ୍କ ନାମ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ ସେମାନେ କିଏ? ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ନୂତନ ଟିମ ଘୋଷଣା କରାଯାଇଛି। ଗୌରବ ଗୋଗୋଇଙ୍କୁ ଲୋକସଭାରେ କଂଗ୍ରେସର ଉପ ନେତା କରାଯାଇଛି। ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସ ଦଳର ନେତା।…