ଆଜିର ଖବର ପାଲେଷ୍ଟାଇନ ସମର୍ଥନରେ ଆସିଲେ ଅନେକ ଟିଭି ଅଭିନେତ୍ରୀ: ଇସ୍ରାଏଲ ଆକ୍ରମଣକୁ କଲେ ବିରୋଧ ନୂଆଦିଲ୍ଲୀ: ରବିବାର ଦିନ ରାଫା ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୪୫ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।…